
1. ଫଗୁଣର ସପ୍ତରଙ୍ଗ ପରି ଜଣେ କବିର ପରିକଳ୍ପନା |2. କେବେ ଛଳନା ଭରା ଭଲ ପାଇବାର ପରିଭାଷା ତ କେତେବେଳେ ନିଚ୍ଛକ ଭଲ ପାଇବାର ସାରସ୍ୱତ ସାଧନା |3. କବି ଓ କବିତାର ଏକେ ଅପୂର୍ବ ମହାମିଳନ, ଆମେ ଶୁଣାଇବୁ ଓଡ଼ିଶାର ବହୁ ପ୍ରତିଭାଜନ କବିଙ୍କର କାଳ ଜଇ କବିତା |4. ବଣମଲ୍ଲି ପରି ଫୁଟି ମହକୁ ଥିବା ଗପ ଓ କବିତା ସହ ଭେଟ କରି ମନ ପକାଇବୁ ତାଙ୍କର ସାରସ୍ୱତ ସାଧନାର ଜୀବନ କାହାଣୀ |